ନୂଆଦିଲ୍ଲୀ,୫।୧୧: ମହିଳା ବିଶ୍ୱକପ ୨୦୨୫ ଜିତିବା ପରେ, ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବୁଧବାର, ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।…