ନୂଆଦିଲ୍ଲୀ,୧୧ା୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ୱାଶିଂଟନ ଡିସିର ପୋଲିସକୁ ଫେଡେରାଲ ନିୟନ୍ତ୍ରଣରେ ନିଆଯିବ ଏବଂ ଅପରାଧ ବୃଦ୍ଧି ରୋକିବା ପାଇଁ…