ପାଟନା,୧୦।୮: ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଦୁଇଟି ଭୋଟର କାର୍ଡ ଥିବା ଅଭିଯୋଗ କରି, ଆରଜେଡି ନେତା ତେଜସ୍ବୀ ଯାଦବ ସିହ୍ନାଙ୍କ ବିରୋଧରେ ଏଫଆଇଆର ଏବଂ କାର୍ଯ୍ୟାନୁଷ୍ଠାନ…