ଦ୍ୱିତୀୟଥର ପାଇଁ କ୍ଷମା ମାଗିଲେ ପୁଟିନ, କହିଲେ ମୁଁ… ମସ୍କୋ,୨୯ା୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୁକୁରମାନଙ୍କୁ ବହୁତ ପସନ୍ଦ କରନ୍ତି। ଅନେକ ଥର ତାଙ୍କୁ ତାଙ୍କ ପୋଷା କୁକୁରମାନଙ୍କ ସହିତ ଦେଖିବାକୁ ମିଳିଥାଏ। କିନ୍ତୁ ଥରେ ତାଙ୍କ ପୋଷା କୁକୁରମାନେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କୁ ଭୟଭୀତ କରିଥିଲେ।...