vk sashikala

ରାଜନୀତିକୁ ପ୍ରତ୍ୟାବର୍ତନ କଲେ ଭି.କେ ଶଶିକଳା, କଲେ ବଡ଼ ଘୋଷଣା

ଚେନ୍ନାଇ,୧୭ା୬: ଏଆଇଏଡିଏମକେ'ରୁ ତଡ଼ା ଖାଇଥିବା ମହିଳା ନେତ୍ରୀ ଭି.କେ ଶଶିକଳା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି। ଏକଦା ତାମିଲନାଡୁ ରାଜନୀତିରେ ଆଧିପତ୍ୟ…

2 years ago