ନୂଆଦିଲ୍ଲୀ,୧୧।୫: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି ବିଷୟରେ ବିସିସିଆଇକୁ ଅବଗତ କରାଇଛନ୍ତି। ତଥାପି ବିସିସିଆଇ ବିରାଟଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ…