ପ୍ୟାରିସ,୧୮।୧୦: ବର୍ତ୍ତମାନ ଫ୍ରାନ୍ସରେ ଜୀବନଧାରଣର ବ୍ୟୟ ବୃଦ୍ଧିକୁ ନେଇ ଉଦବେଗ ଯୋଗୁ ରାସ୍ତାଘାଟରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳୁଛି। ପ୍ୟାରିସ ଏବଂ ଅନ୍ୟାନ୍ୟ ସ୍ଥାନରେ ଚାଲିଥିବା…