ନୂଆବର୍ଷ ପାଳନ ବେଳେ ଅବକାରୀ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ସତର୍କ କରାଇଲେ ମନ୍ତ୍ରୀ ଭୁବନେଶ୍ୱର,୨୦।୧୨: ନୂଆ ବର୍ଷ ପାଳନ ସମୟରେ ଅବକାରୀ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁକ୍ରବାର ମନ୍ତ୍ରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଚେତାବନୀ ଦେଇଛନ୍ତି। ନୂତନ ବର୍ଷ ପାଳନ ପୂର୍ବରୁ ବାର ମାଲିକଙ୍କ...