ନୂଆଦିଲ୍ଲୀ,୧୯।୫: ରାଜସ୍ଥାନ ରୟାଲ୍ସର ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ଇତିହାସର ସବୁଠାରୁ କମ ବୟସ୍କ ଖେଳାଳି, ଯିଏ ୧୩ ବର୍ଷ ବୟସରେ ଆଇପିଏଲ ଦଳରେ ସ୍ଥାନ ପାଇଥିଲେ…