UP Man bitten by snake

ପ୍ରତ୍ୟେକ ଶନିବାର ଯୁବକଙ୍କୁ ୭ ଥର କାମୁଡ଼ିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଫତେହପୁର, ୧୩।୭: ଉତ୍ତର ପ୍ରଦେଶର ଫତେହପୁରରେ ବିକାଶ ଦୁବେ(୨୪) ନାମକ ଜଣେ ଯୁବକଙ୍କୁ ୪୦ ଦିନ ମଧ୍ୟରେ ୭ ଥର ସାପ କାମୁଡ଼ିଛି। ପ୍ରତ୍ୟେକଥର ସାପ କାମୁଡ଼ିବା…

1 year ago