UP Child Death Case

ହୃଦୟବିଦାରକ ଘଟଣା: ମଇଁଷି ଗୋବର ପଡ଼ି ୬ ମାସ ଶିଶୁର ଜୀବନ ଗଲା

ଲକ୍ଷ୍ନୌ,୧୦।୧୨: ଉତ୍ତରପ୍ରଦେଶର ମହୋବାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ମଇଁଷି ଗୋବର ଯୋଗୁ ୬ ମାସର ଶିଶୁର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଘରେ…

2 years ago