ଇସଲାମାବାଦ,୬।୧୧: ପାକିସ୍ତାନରେ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ବର୍ଦ୍ଧିତ ଶକ୍ତି ମଧ୍ୟରେ, ଶହବାଜ ସରିଫ ସରକାର ସମ୍ବିଧାନରେ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି।…