UN Warns

୧୪,୦୦୦ ଶିଶୁ ଗାଜାରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମରିପାରନ୍ତି, ସତର୍କ କରିଲା ଜାତିସଂଘ

ନୂଆଦିଲ୍ଲୀ,୨୦।୫: ଜାତିସଂଘ ସତର୍କ କରିଛି ଯେ ଯଦି ଯୁଦ୍ଧବିଧ୍ୱସ୍ତ ଗାଜାରେ ଅଧିକ ସାହାଯ୍ୟ ପହଞ୍ଚି ନପାରେ, ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ୧୪,୦୦୦ ଶିଶୁ ମରିପାରନ୍ତି।…

7 months ago