କ୍ୱିଭ,୭।୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ସାଧାରଣ ନାଗରିକଙ୍କ ଜୀବନକୁ ଦୋହଲାଇ ଦେଇଛି। ଶୁକ୍ରବାର ସକାଳେ ରୁଷିଆ ୟୁକ୍ରେନର ଅନେକ ଅଞ୍ଚଳ…