ନୂଆଦିଲ୍ଲୀ, ୨।୫: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସୀମାପାର ଆତଙ୍କବାଦ ପାଇଁ ସମର୍ଥନକୁ ରୋକିବା ଲାଗି ପାକିସ୍ତାନ ଉପରେ ଦୁଇଟି ଆର୍ଥିକ ଝଟକା ଦେବାକୁ ଯୋଜନା…