turkey

ଗାଜାରୁ ବାହାରିଥିବା ୧୦୦ରୁ ଅଧିକ ବିସ୍ଥାପିତ ପହଞ୍ଜିବେ ତୁର୍କୀରେ

ଅଙ୍କାରା,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଗାତାର ଯୁଦ୍ଧ ଚାଲିଛି। ଏହି ସମୟରେ ଗାଜାରୁ ବିତାଡିତ ହୋଇଥିବା ୧୦୦ରୁ ଅଧିକ ବିସ୍ଥାପିତ ସୋମବାର ତୁର୍କୀରେ ପହଞ୍ଚିବାକୁ ଯାଉଛନ୍ତି।…

2 years ago