ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା: ସେଦିନ ରାତିରେ କ’ଣ ସବୁ ଘଟିଥିଲା ଆଜି ୪ ଡାକ୍ତରଙ୍କୁ ପଚରାଉଚରା କରିବ ସିବିଆଇ କୋଲକାତା,୧୬ା୮: ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଶୁକ୍ରବାର କୋଲକାତାର ସଲ୍ଟ ଲେକ୍ସ୍ଥିତ ସିଜିଓ କମ୍ପ୍ଲେକ୍ସରେ ସିବିଆଇର ସ୍ବତନ୍ତ୍ର କ୍ରାଇମ ବ୍ରାଞ୍ଚ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ପଚରାଉଚରା ପାଇଁ...