ପଞ୍ଚକୁଲା,୨୭।୫: ହରିୟାଣାର ପଞ୍ଚକୁଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳର ଲୋକମାନଙ୍କୁ ମର୍ମାହତ କରିଛି।…