ରଣଥମ୍ଭୋର,୧୬।୬: ରାଜସ୍ଥାନର ରଣଥମ୍ଭୋର ଟାଇଗର ରିଜର୍ଭରେ ଏକ ବାଘୁଣୀ ଏକ କୁମ୍ଭୀରକୁ ଶିକାର କରୁଥିବାର ଦୁର୍ଲଭ ଓ ତୀବ୍ର ଜଙ୍ଗଲ ସଂଘର୍ଷର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।…