ନୂଆଦିଲ୍ଲୀ,୧୦।୫: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏ ବିଷୟରେ ବିସିସିଆଇକୁ ମଧ୍ୟ ଜଣାଇ ଦେଇଛନ୍ତି।…