ନୂଆଦିଲ୍ଲୀ,୨୭ା୪: ଜମ୍ମୁ ଓ କାଶ୍ମୀରର କୁପୱାରା ଜିଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ ସାମାଜିକ କର୍ମୀଙ୍କୁ ଗୁଳିମାଡ କରିଛନ୍ତି। ଗୁଳିମାଡରେ ୪୫ ବର୍ଷୀୟ ସାମାଜିକ କର୍ମୀ ଆହତ ହୋଇଛନ୍ତି…