ବୋମା ବିସ୍ଫୋରଣ, ଗୁଳିମାଡ଼ ଏବଂ ବିମାନ ଅପହରଣ…ଏହି ୬ ଆକ୍ରମଣକୁ ଏବେ ଯୁଦ୍ଧ ମାନିବ ଭାରତ ନୂଆଦିଲ୍ଲୀ,୧୦।୫: ପାକିସ୍ତାନ ସହିତ ଉତ୍ତେଜନାରେ ବିରାମ ଲାଗିଥିଲେ ହେଁ ଭାରତ ଆତଙ୍କବାଦ ବିରୋଧରେ ତାର ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏବେ ଆତଙ୍କବାଦ କାର୍ଯ୍ୟକଳାପକୁ ଯୁଦ୍ଧ ଭାବରେ ଦେଖାଯିବ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ଆତଙ୍କବାଦୀ ଆକ୍ରମଣର...