ଚେନ୍ନାଇ, ୨୧।୧୨: ତାମିଲନାଡ଼ୁର ଚେନ୍ନାଇ ଉପକଣ୍ଠ ଥିରୁପୋରୁରସ୍ଥିତ ଅରୁଲ୍ମିଗୁ କନ୍ଦସ୍ବାମୀ ମନ୍ଦିରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବିନାୟଗପୁରମ ନିବାସୀ ଦୀନେଶ ଗତ ମାସରେ ସପରିବାର…