କୃଷକଙ୍କ ପାଇଁ ବଡ଼ ଘୋଷଣା, ୪ ଲକ୍ଷ କୃଷକଙ୍କୁ ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ… ନୂଆଦିଲ୍ଲୀ, ୧୬।୦୮: କୃଷକଙ୍କ ଋଣଭାର ହ୍ରାସ କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଋଣଛାଡ଼ର ଦ଼୍ବିତୀୟ ପର୍ଯ୍ୟାୟରେ ଛାଡ଼ ରାଶି ଦୁଇଗୁଣ କରିଛନ୍ତି ସରକାର । ଫଳରେ ପାଖାପାଖି ସାଢ଼େ ୪ ଲକ୍ଷ କୃଷକଙ୍କୁ ଏହାର ଲାଭ...