US Iran Ceasefire Talks: ତେହରାନରୁ ସିଧା ଆମେରିକା ଯିବେ ମୁନିର, ଟ୍ରମ୍ପଙ୍କୁ ଦେବେ ଇରାନର ବାର୍ତ୍ତା! ତେହରାନ,୧୬।୪: ଆମେରିକା ଏବଂ ଇରାନ ମଧ୍ୟରେ ବନ୍ଦ ହୋଇଯାଇଥିବା ଶାନ୍ତି ଆଲୋଚନାକୁ ପୁଣିଥରେ ଟ୍ରାକକୁ ଆଣିବା ପାଇଁ ପ୍ରୟାସ ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ, ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିର ତେହରାନରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଇରାନ…