ବେଙ୍ଗାଲୁରୁ,୧।୯: ବେଙ୍ଗାଲୁରୁରେ ଶନିବାର ୪୧ ବର୍ଷୀୟ ସଫ୍ଟଓ୍ୱେୟାର ଇଞ୍ଜିନିୟର ମଞ୍ଜୁ ପ୍ରକାଶଙ୍କର ଚପଲରେ ଲୁଚିଥିବା ବିଷାକ୍ତ ସାପ କାମୁଡ଼ିବାରୁ ମୃତ୍ୟୁ ହୋଇଛି। ମଞ୍ଜୁ ଟିସିଏସ୍ରେ କାର୍ଯ୍ୟରତ ଥିଲେ…