ନୂଆଦିଲ୍ଲୀ, ୫।୪: ଆତଙ୍କବାଦୀଙ୍କୁ ହଟାଇବା ପାଇଁ ପାକିସ୍ତାନରେ ଟାର୍ଗେଟ ହତ୍ୟା କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବ୍ରିଟେନର ଖବର କାଗଜ ଦି ଗାର୍ଡିଆନ୍ର ଏକ ରିପୋର୍ଟରେ…