Tamil Nadu rally

ନା ଥିଲା ଖାଦ୍ୟ ନା ଥିଲା ପାଣି, ଅପେକ୍ଷାର ଧୈର୍ଯ୍ୟବି ଭାଙ୍ଗି ସାରିଥିଲା…, ତାମିଲନାଡୁ ଦଳଚକଟାକୁ ନେଇ ଏମିତି କହିଲେ ଡିଜିପି

କରୁର,୨୮।୯: ତାମିଲନାଡୁ କରୁରରେ ଶନିବାର ଅଭିନେତାରୁ ନେତା ହୋଇଥିବା ବିଜୟ ଥାଲାପତିଙ୍କ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦ୍ୱାରା ଆୟୋଜିତ ଏକ ରାଜନୈତିକ ରାଲିରେ ଦଳାଚକଟା ହୋଇଥିଲା।…

2 months ago