tailor

ଏଣିକି ପୁରୁଷ ଟେଲର ନେଇପାରିବେନି ମହିଳାଙ୍କ ଡ୍ରେସ୍‌ ମାପ, ସବୁ ଜିଲାରେ ନିର୍ଦ୍ଦେଶାବଳୀ ଜାରି

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ମହିଳା ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ପୁରୁଷ ଟେଲରମାନେ ମହିଳାମାନଙ୍କ ଡ୍ରେସ୍‌ ମାପ ନେଇପାରିବେ…

1 year ago