ବାଂଲାଦେଶ-ପାକିସ୍ତାନ ସମ୍ପର୍କରେ ନିଆଁ ଲଗାଇଦେଲେ ଏହି ୨୩ ବର୍ଷୀୟା ଯୁବତୀ: ଚକିତ ହୋଇଗଲେ ୟୁନୁସ ଢାକା,୧୫।୫: ବାଂଲାଦେଶର ରାଜଧାନୀ ଢାକାରୁ ପାକିସ୍ତାନର ରାଷ୍ଟ୍ରଦୂତ ସୟଦ ମାରୁଫଙ୍କ ନିଖୋଜ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। କୁହାଯାଉଛି ଯେ, ମେ ୧୧ ତାରିଖରେ ମାରୁଫ ଜିନ୍ସ ଏବଂ ଟି-ଶର୍ଟ ପିନ୍ଧି ଢାକାରୁ ଇସଲାମାବାଦ ଯାଇଥିଲେ। ସାରା ବାଂଲାଦେଶରେ...