ନୂଆଦିଲ୍ଲୀ,୯।୧: ପ୍ରବଳ ଶୀତ ଲହରୀ ଜାରି ରହିଥିବାବେଳେ ଶୁକ୍ରବାର ସକାଳୁ ଦିଲ୍ଲୀ ଏବଂ ଏନସିଆର'ର କିଛି ଅଞ୍ଚଳରେ ହଠାତ୍ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD)…