ଛାତିଥରା ଘଟଣା; ଛୁଆଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ମା’, ସ୍ବାମୀଙ୍କୁ ଫୋନ୍ କରି କହିଲେ ମୁଁ ଆଉ… ନୂଆଦିଲ୍ଲୀ,୧୬।୪: ଗୁଜୁରାଟର ସୁରତ ସହରରୁ ଏକ ଗଭୀର ଦୁଃଖଦ ଏବଂ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ତାଙ୍କ ଦୁଇ ନିର୍ଦ୍ଦୋଷ ଝିଅଙ୍କୁ ବିଷ ପିଆଇବା ପରେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା କେବଳ ପରିବାରକୁ ନୁହେଁ…