Sudhir Sharma

ଭାଜପାକୁ ଲାଗିଲା ଶକ୍ତ ଝଟକା! ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରେ ସାମିଲ ହେଲେ ସୁଧୀର ଶର୍ମା

ପାଟନା,୧।୮: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ନେତାମାନଙ୍କ ଦଳବଦଳର ଖେଳ ମଧ୍ୟ ଆରମ୍ଭ ହୋଇଯାଇଛି। ଭାଜପାର ଜଣେ ପୁରୁଣା ଏବଂ ବରିଷ୍ଠ ନେତା ଏବଂ ପୂର୍ବତନ…

4 months ago