କୋଟିଆରେ ଉପଜିଲାପାଳଙ୍କ ରାତ୍ରି ଯାପନ; ଲୋକଙ୍କ ଅଭିଯୋଗ ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚାନକ ତଦନ୍ତ,ମନ ଜିଣିଲେ…
ପଟ୍ଟାଙ୍ଗି,୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ସୀମାନ୍ତ କୋଟିଆ ପଞ୍ଚାୟତରେ ପ୍ରଶାସନିକ ସକ୍ରିୟତା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶର ଆଗାମୀ ନିର୍ବାଚନ ପୂର୍ବରୁ କୋଟିଆ ପଞ୍ଚାୟତର ନୋଡାଲ ଅଧିକାରୀ ତଥା ଉପଜିଲାପାଳ ଫାବି ରସିଦ୍ କୋଟିଆ ଗସ୍ତ…

