ନୂଆଦିଲ୍ଲୀ,୫।୬: ଦିଲ୍ଲୀର ଚତରପୁର ଅଞ୍ଚଳରେ ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏକ ଭବଘୁରେ ଷଣ୍ଢ ଆକ୍ରମଣ କରିବାର ଭୟଙ୍କର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି।…