ଲଗାତାର ତୃତୀୟ ଦିନ ପାଇଁ ତଳମୁହାଁ ଶେୟାର ବଜାର, ଛାଇ ରହିଛି ବୈଶ୍ଵିକ ଅସ୍ଥିରତାର କଳାବାଦଲ ମୁମ୍ବାଇ,୩।୬: ମଙ୍ଗଳବାର ଭାରତୀୟ ଷ୍ଟକ୍ ମାର୍କେଟରେ ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ଦେଖାଦେଇଛି। ବିଏସଇ ସେନସେକ୍ସ ୬୩୬ ପଏଣ୍ଟ ହ୍ରାସ ପାଇ ୮୦,୭୩୭.୫୧ ସ୍ତରରେ କାରବାର ଶେଷ କରିଛି। ସେହିପରି ଏନଏସଇ ନିଫ୍ଟି ୦.୭୪% ଅର୍ଥାତ୍ ୧୭୪ ପଏଣ୍ଟ...