କୋଚି,୨୫।୧୧: ଏକ ଦୁଃଖଦ ଘଟଣାରେ କୋଚି ବିଶ୍ୱ ବିଦ୍ୟାଳୟରେ ଦଳାଚକଟା ଘଟି ଚାରି ଛାତ୍ର ମୃତ୍ୟୁ ବରଣ କରିଛନ୍ତି। କାଲାମାସେରି କ୍ୟାମ୍ପସରେ ଏକ ଟେକ୍ ଫେଷ୍ଟ ସମୟରେ…