କ୍ରିକେଟ ଇତିହାସରେ ଶ୍ରୀଲଙ୍କାର ବଡ଼ ବିଜୟ
ରାଓ୍ବଲପିଣ୍ଡି,୨୨ା୧୦: ହ୍ୟାରୀ ବ୍ରୁକ୍ଙ୍କ ବିସ୍ଫୋରକ ଦ୍ୱିଶତକ ନିଷ୍ଫଳ ସାବ୍ୟସ୍ତ ହୋଇଛି। ଗୁରୁବାର ଖେଳାଯାଇଥିବା ତ୍ରି-ରାଷ୍ଟ୍ରୀୟ ସିରିଜ୍ର ତୃତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ୨ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୪୩୦ ରନର ଟାର୍ଗେଟକୁ ଶ୍ରୀଲଙ୍କା ୪୯.୫ ଓଭରରେ ୮…

