ନୂଆଦିଲ୍ଲୀ,୧୦।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତୀୟ ଟିମ୍ର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ଏହାକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ସହ ପ୍ରଶଂସକମାନେ…
ସିଡନୀ,୧୦।୧: ଭାଙ୍ଗିଲା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନରଙ୍କ ବ୍ୟାଟ୍। ବିଗ୍ ବ୍ୟାଶ୍ ଲିଗ୍ ୨୦୨୫ର ୨୯ତମ ମୁକାବିଲାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସିଡନୀ ଥଣ୍ଡରର…
ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ ଏବେ…
ନୂଆଦିଲ୍ଲୀ,୮।୧: ଅଧାରେ ରହିପାରେ ପାକିସ୍ତାନ ଏବଂ ଏହାର କ୍ରିକେଟ ବୋର୍ଡ ପିସିବିର ଆଶା। କାରଣ ଦଳ ହାତରୁ ଚାମ୍ପିଅନ୍ସ ଟ୍ରଫି ଆୟୋଜକ ହେବାର କ୍ଷମତା ଚାଲିଯାଇପାରେ। କାରଣ…
ନୂଆଦିଲ୍ଲୀ,୮।୧: ଚାମ୍ପିଅନ୍ସ ଟ୍ରଫି ଲାଗି ଜାନୁଆରୀ ୧୨ରେ ଦଳ ଘୋଷଣା ହେବ। ଏଥିରେ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରା ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି…
ନୂଆଦିଲ୍ଲୀ,୭।୧: ଭାରତର ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଛି। ଏଣୁ ଯଥାଶୀଘ୍ର ଖେଳାଳିମାନେ ଭାରତ ଫେରିବାକୁ ଚାହୁଁଛନ୍ତି। ଏମିତିରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମଙ୍ଗଳବାର…
ନୂଆଦିଲ୍ଲୀ,୫।୧: ବର୍ଡର ଗାଭାସ୍କର ଟ୍ରଫିରେ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ ଦୌଡ଼ରୁ ବାଦ୍ ପଡ଼ିଛି ଟିମ୍ ଇଣ୍ଡିଆ। ଦଳକୁ ଏହି ଟୁର୍ନାମେଣ୍ଟରେ ରହିବା ଲାଗି…
ସିଡନୀ,୪।୧: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଚାପ ବଢ଼ୁଥିବା ଦେଖି ଅଷ୍ଟ୍ରେଲୀୟ ପ୍ରଶଂସକ ଏବେ ଜସପ୍ରିତ ବୁମ୍ରାଙ୍କୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ ବୁମ୍ରାଙ୍କ ଏକ ଭିଡିଓ…
ନୂଆଦିଲ୍ଲୀ,୪।୧: ତିନି ବର୍ଷ ପୂର୍ବେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁଣିଥରେ ମଇଦାନରେ ନିଜର ପୁରୁଣା ଷ୍ଟାଇଲ୍ରେ ନଜର ଆସିଥିଲେ।…
ନୂଆଦିଲ୍ଲୀ,୪।୧: ୨୦୨୦ରେ ବେଶ ଧୁମ୍ଧାମରେ ହୋଇଥିଲା ବିବାହ। ହେଲେ ଏବେ ବାଟ ହେବାକୁ ଯାଉଛି ଅଲଗା। ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ହେଁ…
କାନ୍ବେରା,୩।୧: କ୍ୟାଚ୍ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍ ଥିଲା ଯେ ଉଭୟ ଖେଳାଳି ଚେତା…
ସିଡନୀ,୩।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରୁ ରୋହିତ ଶର୍ମା ବାଦ ପଡ଼ିଥିବା ବେଳେ ଜସପ୍ରିତ ବୁମ୍ରାଙ୍କ ନେତୃତ୍ୱରେ ଖେଳୁଛି ଦଳ।…