ନୂଆଦିଲ୍ଲୀ,୯।୧ : ବାଣିଜି୍ୟକ ଗାଡି ମାଲିକଙ୍କ ପାଇଁ ଖୁସି ଖବର ଆସିଛି। ଏବେ ଆଉ ସେମାନଙ୍କୁ ଯାନଗୁଡିକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ନାହିଁ।…