ବିନିକା,୨୨।୧୦: ସୁବର୍ଣ୍ଣପୁର ଜିଲା ବିନିକା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବେଲପଡ଼ା ଛକ ନିକଟ ମଗରକୁନ୍ଦା ବ୍ରିଜ୍ ଉପରୁ ଏକ ବାଇକ୍ ତଳକୁ ଖସିପଡ଼ିବାରୁ…