କର୍ଣ୍ଣେଲ ସୋଫିଆ କୁରେଶୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କୁ ଭାଜପା କରିବାକୁ ଚାହୁଁଛି ଦଳୀୟ ପ୍ରଚାରର ମୁହଁ? ଜାଣନ୍ତୁ ଏହାର ସତ୍ୟତା ନୂଆଦିଲ୍ଲୀ,୨।୬: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର (ଜୁନ ୧, ୨୦୨୫) କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କୁ ଦଳର ନିର୍ବାଚନ ପ୍ରଚାରର ଚେହେରା ଭାବରେ ବ୍ୟବହାର କରିବାର ଯୋଜନା ସମ୍ପର୍କରେ ରିପୋର୍ଟକୁ ସ୍ପଷ୍ଟ ଭାବରେ...