ଅହମଦାବାଦ,୧୨।୬: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଉଦୟପୁର ମଧ୍ୟ ଥରହର ହୋଇଯାଇଛି। ବିମାନରେ ଉଦୟପୁରର ଚାରି ଜଣ ସ୍ଥାନୀୟ ଲୋକ ଥିଲେ। ଉଦୟପୁର ମାର୍ବଲ ବ୍ୟବସାୟୀ…