ମୁମ୍ବାଇ: ଟେଲିଭିଜନ ତଥା ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲାଙ୍କ ମୃତ୍ୟୁ ଖବରକୁ ଏଯାଏ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ଚାଲିଯାଇଛି…