Security tight

ବିମାନ ବନ୍ଦର ନିକଟରେ ବିମାନ ସୁରକ୍ଷା ହେବ କଡ଼ାକଡ଼ି, ଭଙ୍ଗା ହେବ ଘର ନିୟମ ନ ମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୯।୬: ଜୁନ ୧୨ରେ ଅହମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ପରେ, ବିମାନ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ନିର୍ମାଣକୁ ନିୟନ୍ତ୍ରଣ କରିବା ପାଇଁ ବୁଧବାର…

6 months ago