ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ପରିବାରକୁ ବଡ଼ ଝଟ୍କା: କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ହେବ ନାହିଁ… ଭୋପାଳ,୨୦।୫: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ମଡେଲ୍ ତଥା ଅଭିନେତ୍ରୀ ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୀଡ଼ିତ ପରିବାରକୁ ଏକ ବଡ଼ ଝଟ୍କା ଲାଗିଛି। ମୃତଦେହର ଦ୍ୱିତୀୟ ଥର ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରାଯିବା ପାଇଁ ପରିବାର ପକ୍ଷରୁ କରାଯାଇଥିବା ଆବେଦନକୁ ଜିଲା…