Second accused

ଗୋପାଳ ଖେମକା ହତ୍ୟାକାଣ୍ଡର ଦ୍ୱିତୀୟ ଅଭିଯୁକ୍ତ ଏନକାଉଣ୍ଟରରେ ମୃତ

ପାଟନା,୮।୭: ବିହାରର ବଡ଼ ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାକାଣ୍ଡର ଦ୍ୱିତୀୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କରିବାକୁ ଯାଇଥିଲା କିନ୍ତୁ ସେ…

7 months ago