ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
ଭୁବନେଶ୍ୱର,୩୦ା୩(ଅସମାପିକା ସାହୁ): ରାଜ୍ୟରେ ଖରାର ପ୍ରକୋପ ବଢ଼ିଚାଲିଛି। ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୨ରୁ ସ୍କୁଲଗୁଡ଼ିକୁ ସକାଳୁଆ ହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ସକାଳୁଆ କରାଯିବ ବୋଲି ସ୍କୁଲ…
ଆସନ୍ତା ୨୭ରେ ରାଜ୍ୟର ସମସ୍ତ ସ୍କୁଲ-କଲେଜ ଛୁଟି
ଭୁବନେଶ୍ବର,୨୫।୧(ଅସମାପିକା ସାହୁ): ଆସନ୍ତା ଶନିବାର (୨୭ ତାରିଖ)ରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି। ଏହି ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ସାରା ରାଜ୍ୟରେ ସ୍କୁଲ ଓ କଲେଜ…

