School bus

ଆତଙ୍କବାଦୀ ଟାର୍ଗେଟରୁ ବର୍ତ୍ତି ପାରିଲାନି ସ୍କୁଲ ବସ, ୪ ଶିଶୁ ମୃତ, ୩୮ ଆହତ

ଖୁଜଦାର,୨୧।୫: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥର ଆତଙ୍କବାଦୀମାନେ ଏକ ସ୍କୁଲ ବସକୁ ଟାର୍ଗେଟ କରିଛନ୍ତି। ବେଲୁଚିସ୍ତାନର ଖୁଜଦାରରେ ହୋଇଥିବା ଏହି ଆକ୍ରମଣରେ ଚାରି…

7 months ago