Tag Archives: sc st

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ ଶ୍ରଦ୍ଧା ଓ ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ କଲ୍ୟାଣସିଂହପୁର…

ଆଦିବାସୀଙ୍କଠାରୁ ଜମି କିଣିବେ ସରକାର, ମାଲିକ ଚାହିଁଲେ ପୁଣି…

ଭୁବନେଶ୍ୱର,୨୨ା୫: ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର କର୍ପସ ଫଣ୍ଡ୍‌ ଗଠନ…

ଯେଉଁମାନେ ଉପକୃତ ହୋଇ ସାରିଛନ୍ତି ସେମାନଙ୍କୁ ସଂରକ୍ଷଣରୁ ବାଦ ଦେବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ର ଯେଉଁମାନେ ସଂରକ୍ଷଣ ସୁବିଧା ପାଇଛନ୍ତି ଏବଂ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବାର ସ୍ଥିତିରେ ଅଛନ୍ତି, ସେମାନଙ୍କୁ ସଂରକ୍ଷଣ ପରିସରରୁ ବାଦ ଦିଆଯିବା ଉଚିତ…

SC-ST କୋଟା କର୍ମଚାରୀ ଛାଡ଼ିବେ କି ଚାକିରି? ସୁପ୍ରିମକୋର୍ଟ ଦେଲେ ବଡ଼ ବୟାନ, କହିଲେ…

ନୂଆଦିଲ୍ଲୀ,୨୯ା୮: ଅନୁସୂଚିତ ଜାତି-ଅନୁସୂଚିତ ଜନଜାତି କୋଟା ଅଧୀନରେ ସରକାରୀ ଚାକିରି ଏବେ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସେମାନଙ୍କୁ ଆଶ୍ୱସ୍ତି ଆଣି ଦେଇଛି। ଏହି ଲୋକମାନେ ଏସ୍‌ସି-ଏସ୍‌ଟି କୋଟା ଅଧୀନରେ କେନ୍ଦ୍ର ସରକାର ଏବଂ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକରେ…

ମନୋରଞ୍ଜନ ଚ୍ୟାନେଲକୁ ବିସିସିସିର ପରାମର୍ଶ: ଏସସି-ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କର…

ନୂଆଦିଲ୍ଲୀ,୧୭।୧୦ : ବ୍ରୋଡକାଷ୍ଟିଂ କଣ୍ଟେଟ କମ୍ପ୍ଲେଣ୍ଟ କାଉନସିଲ(ବିସିସିସି) ପକ୍ଷରୁ ମଙ୍ଗଳମାର ମନୋରଞ୍ଜନ ଚ୍ୟାନେଲଗୁଡିକୁ ପରାମର୍ଣ ଦିଆଯାଇଛି। ଏହା ଅନ୍ତର୍ଗତ ଏସସି ଏବଂ ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଯେଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?